Tarini Akhira Tara
350 Views
Dec 31 1969
00:22:37
5
5
ପୁରା ପରିବାର ମିଶି ଏ ପର୍ବକୁ ହସ ଖୁସିରେ ପାଳୁଥିବା ବେଳେ ତୁଶାରକୁ ହରେଇବା ପାଇଁ ଶତ୍ରୁମାନେ ଲାଗିପଡନ୍ତି.. ସମସ୍ତଙ୍କ ଆଶୀର୍ବାଦ ନେଇ ପ୍ରତିଯୋଗିତା ଆରମ୍ଭ ହୁଏ.. ହେଲେ ତୁଶାର ନିଜ ଲକ୍ଷ ସ୍ଥଳରେ ପହଂଚିପାରେନାହିଁ... ତୁଶାରକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି.. କ’ଣ ତୁଶାର ଶତ୍ରୁମାନଙ୍କ ଯୋଜନାକୁ ବିଫଳ କରି ଦହିହାଣ୍ଡି ଭାଙ୍ଗିପାରିବ.. ?
Share