Tarini Akhira Tara
61 Views
Dec 31 1969
00:22:16
5

ତାରା ତରୁଣଙ୍କ ମିଳାମିଶାକୁ ନେଇ ମୋହିନୀ ଓ ଯୋଗେଶ ଚିନ୍ତାରେ ଥାନ୍ତି.. ମୋହିନୀ ରୁକ୍ମିଣୀକୁ କହେ ତରୁଣକୁ ବୁଝେଇବା ପାଇଁ.. ସେପଟେ ତାରିଣୀ ତାରା ସହ ତରୁଣର ବନ୍ଧୁତାକୁ ମାନିନେବା ସହ ଘରଲୋକଙ୍କ ନିଷ୍ପତ୍ତି କଣ ହେବ ସେଥିପାଇଁ ଚିନ୍ତାରେ ଥାଏ.. ତରୁଣ ଶେଷରେ ପୁରା ପରିବାର ସାମ୍ନାରେ ତାରାକୁ ସେ ଭଲପାଏ ବୋଲି କହେ.. ତରୁଣ ମନ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି..
Share