Tarini Akhira Tara
378 Views
Dec 31 1969
00:22:23
5
5
ପୁରା ପରିବାର ମିଶି ଜନ୍ମାଷ୍ଟମୀ ପାଳନ କରନ୍ତି.. ସମସ୍ତେ ଏ ପର୍ବକୁ ନେଇ ଖୁସି ଥିବା ବେଳେ ହଠାତ୍ ପ୍ରସାଦ ଖାଇବା ଯୋଗୁ ରଣବୀର୍ ର ତଣ୍ଟିରେ ଲାଗେ.. ଯାହା ପାଇଁ ମୋହିନୀ ତାରିଣୀକୁ ଗାଳି କରେ.. ମୋହିନୀର ବ୍ୟବହାର ଦେଖି ପୁରା ପରିବାର ଆଶ୍ଚର୍ଯ୍ୟ ହୁଅନ୍ତି..ସେପଟେ ରଣବୀର୍ ଫୋନ୍ ରେ କଥା ହେଉଥିବା ବେଳେ ରୁକ୍ମିଣୀ ଶୁଣିନିଏ.. ରୁକ୍ମିଣୀକୁ ଦେଖି ରଣବୀର୍ ମନରେ ଭୟ ସୃଷ୍ଟି ହୁଏ..
Share