Tarini Akhira Tara
39 Views
Dec 31 1969
00:21:48
5

ତାରା ଓ ତରୁଣ ତ୍ରୀଶା କଥାକୁ ନେଇ ଚିନ୍ତାରେ ଥିବା ବେଳେ ତାରିଣୀ ସାମ୍ନାରେ ରଣବୀର୍ ର ସତ ଆସିଯାଏ.. ସେ ଜାଣିପାରେ ଏ ସବୁ ରଣବୀର୍ ତ୍ରୀଶା ଓ ତା ବାପା କଥାରେ କରୁଛି.. ସେପଟେ ତାରିଣୀକୁ ଘରେ ନ ପାଇ ତୁଶାର ଓ ତାରା ବ୍ୟସ୍ତ ଥାନ୍ତି.. ମୋହିନୀ ତାରିଣୀ ଘରେ ନଥିବା ଶୁଣି ରାଗିଯାଏ..
Share