Tarini Akhira Tara
40 Views
Dec 31 1969
00:20:38
5

ତାରା ଘରକୁ ଯିବା ପୂର୍ବରୁ ମୋହିନୀକୁ କ୍ଷମା ମାଗିବାକୁ ଯାଏ...ଏବଂ ମୋହିନୀକୁ ଅନୁରୋଧ କରେ ତୁଷାରକୁ କ୍ଷମା କରିଦେବା ପାଇଁ...ତୁଷାର ଓ ମୋହିନୀଙ୍କ ଭିତରେ ଥିବା ଭୁଲ୍ ବୁଝାମଣା ଦୂର ହୋଇଯାଏ...ଦୁହିଙ୍କ ଖୁସି ଦେଖି ତାରିଣୀ ମଧ୍ୟ ଖୁସି ହୁଏ...
Share