ତାରାର ଅଜାଣତରେ ତା ପାଇଁ ତରୁଣର ଦେହ ଖରାପ ହେଇଯାଏ ଯୋଉଥିପାଇଁ ମୋହିନୀ ତାରାକୁ ଦୋଷ ଦିଏ.. ତାରିଣୀ ତାରାକୁ ବୁଝାଏ ପରେ ସେପଟେ ତାରା ତରୁଣର କଷ୍ଟ ଦେଖି ନିଜକୁ ଦୋଷ ଦେବା ସହ ତରୁଣକୁ କ୍ଷମା ମାଗେ..ତାରା ଓ ତରୁଣଙ୍କ ଭଲପାଇବା ଏବେ କି ମୋଡ ଆଣିବ କାହାଣୀରେ ?