କନିକା ତାରାର କଥା ଶୁଣି ଖୁବ ରାଗିଯାଏ.. ଏବଂ ତାରିଣୀକୁ ଚେତାବନି ଦିଏ ସେ ତାରା ସହିତ ଯେମିତି ତା ପରିବାର ବିଷୟରେ କଥା ନ ହୁଏ.. ସେପଟେ ତ୍ରୀଶା ବାରମ୍ବାର ତାରିଣୀର ପ୍ରସଂସା ଶୁଣି ଖୁବ ରାଗିଯାଏ.. ଏବଂ ସେ ତାରିଣୀକୁ କଷ୍ଟ ଦେବାକୁ କିଛି ଯୋଜନା ବନାଏ..କ’ଣ ତ୍ରୀଶା ତାରିଣୀକୁ ହରେଇବାରେ ସଫଳ ହେବ..?