Tarini Akhira Tara
391 Views
Dec 31 1969
00:22:29
5
5
ତ୍ରୀଶାର ଯୋଜନା ସଫଳ ହେଲା, ତାରା ତ୍ରୀଶାର ଚକ୍ରାନ୍ତରେ ଫସିଗଲା ଯାହା ପାଇଁ ତାରାର ଦେହ ଆହୁରି ଖରାପ ହେଇଗଲା.. ହେଲେ ଏ ସବୁ ଭୁଲ ଜିନିଷ ଖାଇବା ପାଇଁ ହେଇଛି ବୋଲି ଡକ୍ଚର କୁହନ୍ତି.. ସେପଟେ ତାରିଣୀ ଏଥିପାଇଁ ତ୍ରୀଶାକୁ ସନ୍ଦେହ କରିବା ସହ ତା ଠାରୁ ସତ ଜାଣିବାକୁ ଚେଷ୍ଟା କରେ ହେଲେ ତ୍ରୀଶ ମିଛ ଅଭିନୟ କରି ତାରିଣୀର ମନ ବଦଳାଇଦିଏ.. କ’ଣ ତାରିଣୀ ବୁଝିପାରିବ ତ୍ରୀଶାର ଏ ଷଡଯନ୍ତ୍ରକୁ..?
Share