Tarini Akhira Tara
36 Views
Dec 31 1969
00:21:44
5

ତୁଶାର ଓ ତାରିଣୀ ଗୋଟେ Party ରେ ପହଞ୍ଚନ୍ତି ଯୋଉଠି ତେଜ୍ ମଧ୍ୟ ଆସି ପହଂଚେ ଏବଂ ତାରିଣୀକୁ ହଇରାଣ କରେ..ତେଜ୍ ର ବ୍ୟବହାରରେ ତାରିଣୀ ଖୁବ ଡରିଯାଏ..ଅନ୍ୟପଟେ ତୁଶାର ଓ ତାରିଣୀ ଜାଣିବାକୁ ପାଆନ୍ତି ତରୁଣର ଭୁଲ ପାଇଁ ରାକେଶର ଗୋଡାଉନ୍ ଜଳିଯାଇଛି..ଯାପାଇଁ ତାରିଣୀ ଆହୁରି ଅଧିକ ଭାଙ୍ଗିପଡେ..
Share