Tarini Akhira Tara
178 Views
Dec 31 1969
00:21:56
5
5
ଗଣେଶ ବିସର୍ଜନ ଚାଲିଥିବା ବେଳେ ପୁରା ପରିବାର ସହିତ ରଣବୀର ବି ଯାଇଥାଏ.. ରଣବୀର୍ ତ୍ରୀଶାକୁ ତା ଯୋଜନାକୁ ବନ୍ଦ କରିବାକୁ କହେ.. ହେଲେ ଅଚାନକ କିଛି ଗୁଣ୍ଡା ଆସି ତାରାକୁ ନେଇଯାନ୍ତି..ପରେ ତାରାକୁ ସମସ୍ତେ ଖୋଜନ୍ତି ହେଲେ କେହି ବି ପାଆନ୍ତିନି.. ଏଇ ସମୟରେ ରଣବୀର୍ କୁ କିଛି ମେସେଜ୍ ଆସେ ଯାହା ଦେଖିକି ସେ ଜାଣିପାରେ ତାରାକୁ ଗାଏବ୍ କରିବା ପଛରେ ତ୍ରୀଶାର ହାତ ଅଛି..
Share