Tarini Akhira Tara
24 Views
Dec 31 1969
00:22:10
5

ରୁକ୍ମିଣୀ ରଣବୀର୍ ଉପରେ ଆକ୍ରମଣ କରେ.. ହେଲେ ଘରଲୋକଙ୍କ ସାମ୍ନାରେ ରୁକ୍ମିଣୀ ନିଜକୁ ଆସିବାକୁ ଦିଏନି.. ପରେ ରଣବୀର୍ ର କଥା ମିଛ ବୋଲି ପ୍ରମାଣିତ ହେଇଯାଏ.. ଏବଂ ସମସ୍ତେ ଦେଖନ୍ତି ରୁକ୍ମିଣୀ ଠିକ୍ ହେଇନି.. ପରେ ରଣବୀର୍ ବୁଝିପାରେ ଏ ସବୁ ତାରିଣୀ ଓ ରୁକ୍ମିଣୀର ଯୋଜନା.. ସେମାନଙ୍କୁ କଷ୍ଟ ଦେବା ପାଇଁ ରଣବୀର୍ ନୂଆ ପ୍ଲାନ୍ ବନାଏ..
Share