Tarini Akhira Tara
55 Views
Dec 31 1969
00:22:53
5

ହୋଲିରେ ତାରା ଓ ତରୁଣଙ୍କୁ ଏକାଠି କରିବା ପାଇଁ ରୂପସୀ ସେମାନଙ୍କ ପଣାରେ ଭାଙ୍ଗ ମିଶେଇ ଦିଏ.. ଯାହାପାଇଁ ତାରା ଓ ତରୁଣ ନିଶାରେ ସବୁକିଛି ଭୁଲିଯାନ୍ତି.. ଏବଂ ଏଇ ମଉକାରେ ଦୁହେଁ ଦୁହିଙ୍କୁ ନିଦ ମନ କଥା କୁହନ୍ତି... କଣ ଏ ହୋଲିର ରଙ୍ଗ ଦୁହିଙ୍କ ଜୀବନରେ ଭରିଦେବ ପ୍ରେମର ରଙ୍ଗ...?
Share