Tarini Akhira Tara
371 Views
Dec 31 1969
00:22:54
5
5
ତାରିଣୀ ରୂପମ୍ କୁ ତାରା ଓ ତାଙ୍କ ଜୀବନରୁ ଦୂରେଇ ରହିବାକୁ କହେ.. ତାରିଣୀର ବ୍ୟବହାର ପାଇଁ କନିକା ରାଗରେ ତାରିଣୀ ଉପରକୁ ହାତ ଉଠାଏ.. ସେପଟେ ରୂପମ୍ ଡକ୍ଟରଙ୍କ ସହ କଥା ହେଇ ସେ ତାରାର ଡୋନର୍ ହେବାକୁ ଚାହେଁ ବୋଲି କହେ.. କ’ଣ ରୂପମ୍ କୁ ତା କର୍ତ୍ତବ୍ୟ କରିବାକୁ ଦବ ତାରିଣୀ.. ?
Share