Tarini Akhira Tara
25 Views
Dec 31 1969
00:22:30
5

ତାରିଣୀ ତୁଶାର ଉପରେ ସନ୍ଦେହ କରେ ଯେ ସେ ବି ତାରା ସହ ମିଶି ତାକୁ ମିଛ କହୁଛି..ତୁଶାର ବାହାନା କରି ସତ କହେନି.. ସେପଟେ ତାରା ବହୁତ କଷ୍ଟ ପାଏ ତାରିଣୀ ଠାରୁ ଦୂରରେ ରହି.. ପରେ ତୁଶାର ଓ ତରୁଣ ତାରାକୁ କୁହନ୍ତି ତାରିଣୀକୁ ସବୁ ସତ କହିବା ପାଇଁ.. କଣ ତାରା ତାରିଣୀକୁ ନିଜ ରୋଗ ବିଷୟରେ କହିପାରିବ..?
Share