Tarini Akhira Tara
45 Views
Dec 31 1969
00:22:44
5

ଗୋଟେପଟେ ରୂପମ୍ ଓ ତାରାର Treatment ଚାଲିଥାଏ ଅନ୍ୟପଟେ କନିକା ସେମାନଙ୍କ ପାଇଁ ମହାସୋମବାର ପୂଜା କରୁଥାଏ.. ହେଲେ ପ୍ରସାଦ ପଡିଯିବା ଦେଖି ସମସ୍ତେ ଡରିଯାନ୍ତି.. ସେପଟେ ରୂପମ୍ ର ଦେହ ଅଚାନକ ଖରାପ ହେଇଯାଏ..ଏବଂ ଡକ୍ଟର ମଧ୍ୟ ସବୁ ଚେଷ୍ଟା କରିସାରିଛନ୍ତି ବୋଲି ସମସ୍ତଙ୍କୁ ଜଣାନ୍ତି.. କ’ଣ ତାରା ଓ ତାରିଣୀଙ୍କ ଠାରୁ ପୁଣି ସବୁଦିନ ପାଇଁ ଦୂରକୁ ଚାଲିଯିବ ରୂପମ୍.. ?
Share