ତରୁଣ ସାମ୍ନାରେ ନିଜ Cancer ଧରା ନ ପକେଇବା ପାଇଁ ତାରା ନିଜ ଦେହ ଭଲ ହେଇଯିବାର ବାହାନା କରେ..ପରେ ତରୁଣ ତାରାକୁ ଘରକୁ ନେଇ ଯାଏ..ହେଲେ ତାରାକୁ ନିଜ ମନ କଥା କହିପାରେନି..ସେପଟେ କନିକା ଓ ପରିବାର ତାରାର ଦେହଖରାପ କଥା ଶୁଣି ଚିନ୍ତାରେ ପଡିଯାନ୍ତି..ତାରିଣୀ ପାଇଁ କେହି ଜଣେ ଉପହାର ନେଇ ଘରକୁ ଆସେ..ଏବଂ ତାରିଣୀକୁ ଡରେଇବାକୁ ଚେଷ୍ଟା କରେ..ତାରିଣୀ ଜୀବନରେ ଏ ବ୍ୟକ୍ତି କେଉଁ ମୋଡ ନେଇ ଆସିବ..?