ମୋହିନୀର ଅତୀତ ତା ସାମ୍ନାକୁ ଆସେ ଯାହାକୁ ଦେଖି ମୋହିନୀ ଡରିଯାଏ.. ଏବଂ ତାରିଣୀ ଓ ଅନ୍ୟମାନଙ୍କ ଠାରୁ ସେ ଅତୀତକୁ ଲୁଚେଇବାକୁ ଚେଷ୍ଟା କରେ.. ସେପଟେ ତାରା ଓ ତାରିଣୀ ମୋହିନୀ କଣ ଲୁଚଉଛି ଜାଣିବା ପାଇଁ ବ୍ୟସ୍ତ ଥିବା ବେଳେ ମୋହିନୀ ତାର କିଛି ଫଟୋ ଓ ପ୍ରମାଣକୁ ଜାଳିଦିଏ.. କ’ଣ ତାରା ଓ ତାରିଣୀ ମୋହିନୀର ଅତୀତକୁ ଖୋଜିବାହାର କରିପାରିବେ..?