ତୁଷାର,ତରୁଣ ଓ ତାରା ବାହାରକୁ ଯିବା କଥା ଲୁଚେଇଥିବାରୁ ମୋହିନୀ ତୁଷାର ଉପରେ ରାଗିଯାଏ..ଏବଂ ମା ପୁଅଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୁଏ...କଣ ତାରିଣୀ ତୁଷାର ଓ ମୋହିନୀ ଙ୍କୁ ପୁଣି ଏକାଠି କରିପାରିବ...? କଣ ମୋହିନୀ ତୁଷାର କୁ କ୍ଷମା କରିଦେବ...?