Tarini Akhira Tara
385 Views
Dec 31 1969
00:21:49
5
5
ତାରା ଓ ମୋହିନୀ ଯୋଜନା କରନ୍ତି ତରୁଣ ଓ ତ୍ରୀଶାକୁ ଏକାଠି କରିବାକୁ...ଯାହା ପାଇଁ ତାରା ତରୁଣକୁ ତ୍ରୀଶା ସହ ଦେଖା କରାଏ..ହେଲେ ତରୁଣ ଅତୀତକୁ ଭୁଲିପାରେନି...ଏବଂ ତ୍ରୀଶାକୁ ପୁଣିଥରେ ନିଜ ଜୀବନକୁ ଆଣିବା ପାଇଁ ରାଜି ହୁଏ...କଣ ତାରା ତରୁଣର ଜୀଦ୍ କୁ ଭାଙ୍ଗି ତ୍ରୀଶାକୁ ତା ଜୀବନରେ ଫେରେଇ ଆଣିପାରିବ... ?
Share