Tarini Akhira Tara
38 Views
Dec 31 1969
00:22:07
5

ପ୍ରତାପର Confidence ବଢେଇବା ପାଇଁ ତାରା ତରୁଣକୁ ଉପାୟ ଜଣାଏ..ଅନ୍ୟପଟେ ପୁରା ପରିବାର ପ୍ରତାପ କେମିତି କେସ୍ ଜିତିଯାଉ ସେଥିପାଇଁ ପ୍ରାର୍ଥନା କରନ୍ତି...ଯୋଗେଶକୁ କୋର୍ଟରେ ଦେଖି ପ୍ରତାପ ବହୁତ ଖୁସି ହୁଏ..ଏବଂ ପ୍ରତାପ କେସ୍ ଜିତିଯାଏ...
Share