ରଣବୀର୍ ପୁରା ପରିବରକୁ ମୋହିନୀ ସହିତ ତାର ସଂପର୍କ ଅଛି ବୋଲି ପ୍ରମାଣ ଦିଏ.. ରଣବୀର୍ ପାଖରେ ଫଟୋ ଏବଂ ଚିଠି ଦେଖି ମୋହିନୀ ରଣବୀର୍ କୁ ବିଶ୍ୱାସ କରେ.. ଏବଂ ଏ ସବୁ ପାଇଁ ରଣବୀର୍ ଯୋଗେଶକୁ ଦୋଷ ଦିଏ.. ହେଲେ ଯୋଗେଶ ରଣବୀର୍ କୁ ଘରୁ ବାହାର କରିଦେବାକୁ କହେ.. କ’ଣ ରଣବୀର୍ ସବୁକିଛି ଭୁଲି ମୋହିନୀକୁ ଛାଡି ଚାଲିଯିବ.. ?