Tarini Akhira Tara
31 Views
Dec 31 1969
00:21:38
5

ତରୁଣ ଭଗବାନଙ୍କ ସଂକେତକୁ ଅଣଦେଖା କରେ.. ସେପଟେ ତାରିଣୀ ତାରାକୁ ବୁଝାଏ ତରୁଣ ଜୀବନରେ କେବଳ ସେ ହିଁ ଖୁସି ଫେରେଇ ଆଣିବ..ହେଲେ ତାରା ଏ ସବୁକୁ ମାନେନି.. ସେପଟେ ତାରିଣୀ ସ୍ଥିର କରେ ସେ ତ୍ରୀଶାର ସତ ପରିବାର ସାମ୍ନାକୁ ଆଣିବ..ଆଉ ସେଥିପାଇଁ ସେ ସମସ୍ତଙ୍କ ସାମ୍ନାରେ ସତ କହେ, ହେଲେ ତ୍ରୀଶା ନିଜ ମୁଦୀ ଭାଙ୍ଗିବାର ଦୋଷ ତାରିଣୀ ଉପରେ ଲଗାଏ..କ’ଣ ତାରିଣୀ ତ୍ରୀଶାର ଏ ଚକ୍ରାନ୍ତରୁ ମୁକୁଳି ପାରିବ..?
Share