Tarini Akhira Tara
31 Views
Dec 31 1969
00:22:49
5

ଜେଲ୍ ଭିତରେ ତାରାକୁ ମହାରାଣୀର ଲୋକମାନେ ହଇରାଣ କରନ୍ତି.. ହେଲେ ତାରିଣୀ ତାରାକୁ ରକ୍ଷା କରେ.. ସେପଟେ ମୋହିନୀକୁ ରୁକ୍ମିଣୀ ବୁଝେଇବାକୁ ଚେଷ୍ଟା କରେ.. କ’ଣ ମୋହିନୀ ନିଜ ଭୁଲ ବୁଝିପାରି ତାରା-ତାରିଣୀକୁ ରକ୍ଷା କରିପାରିବ.. ?
Share