Tarini Akhira Tara
42 Views
Dec 31 1969
00:22:20
5

ତରୁଣ ସମସ୍ତଙ୍କୁ ଖୁସି କରିବା ପାଇଁ ଗୀତର ଆୟୋଜନ କରେ..ସମସ୍ତେ ମସ୍ତି କରୁଥିବା ବେଳେ ତାରିଣୀ ତାରାର ରୋଗକୁ ନେଇ ବହୁତ ଚିନ୍ତାରେ ଥାଏ.. ସେ ନିଜ କଷ୍ଟକୁ ଆଉ ରୋକି ନ ପାରି କାନ୍ଦେ.. ତୁଶାର ତାକୁ ବୁଝେଇବାକୁ ଚେଷ୍ଟା କରି ତାରିଣୀକୁ କଥା ଦିଏ.. ସେ ତାରାର treatment କରିବ.. ଏବଂ ତାକୁ ଭଲ କରିବ..
Share