Tarini Akhira Tara
396 Views
Dec 31 1969
00:21:50
5
5
ରଣବୀର୍ ପାଇଁ ତାରିଣୀକୁ ଭୁଲ ବୁଝେ ମୋହିନୀ ସେପଟେ ସମସ୍ତେ ତାରିଣୀକୁ ବୁଝେଇବାକୁ ଚେଷ୍ଟା କରନ୍ତି ହେଲେ ତାରିଣୀର ମନ ମାନେନି.. ରଣବୀର୍ ତାରା ମନରେ ତାରିଣୀ ପ୍ରତି ଭୁଲ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରେ ହେଲେ କିନ୍ତୁ ତାରା ରଣବୀର୍ ର କଥା କୁ ଶୁଣେନି.. ସେପଟେ ରଣବୀର୍ ଓ ତାରାକୁ ଏକାଠି ଦେଖି ତରୁଣ ରାଗିଯ।ଏ.. ତାରା ଓ ତରୁଣ ଭିତରେ ରଣବୀର୍ କୁ ନେଇ ଝଗଡା ହୁଏ.. ଯାହା ଦେଖି ରଣବୀର୍ ବହୁତ ଖୁସି ହୁଏ..
Share