ତାରିଣୀ ଜାଣିପାରେ ତା ସହିତ ହେଇଥିବା ଏ ଦୁର୍ଘଟଣା ପଛରେ ତ୍ରୀଶାର ହାତ ଅଛି..ହେଲେ ତ୍ରୀଶା ତାରିଣୀକୁ ଧମକ୍ ଦିଏ କାହା ସାମ୍ନାରେ ସତ ନ କହିବା ପାଇଁ.. ପରେ କନିକା ଓ ବୀର ଆସି ପହଂଚନ୍ତି.. କନିକା ତାରାକୁ ନେଇ କଟକ ଫେରିଯିବାକୁ କହେ..ସେପଟେ ତରୁଣ ତୁଶାରକୁ କହେ ସେ ଯେମିତି ହେଲେ ତାରାକୁ ବୁଝେଇବ..କ’ଣ ତାରା ତରୁଣ କଥାରେ ରାଜି ହେଇ ପୁଣି ତା ପାଖକୁ ଫେରିଆସିବ.. ?