Tarini Akhira Tara
100 Views
Dec 31 1969
00:22:35
5

ରୂପମ୍ ତରୁଣର କଥା ଶୁଣିବା ପରେ ଏବଂ ହସ୍ପିଟାଲ ରେ ତାରାର ନାଁ ଶୁଣି ତା ଫ୍ରେଣ୍ଡ୍ ହିଁ ତା ଝିଅ ବୋଲି ସନ୍ଦେହ କରେ.. ସେପଟେ ତାରିଣୀ ଡକ୍ଟରଙ୍କ କହିବା ହିସାବରେ ଟ୍ରିଟମେଂଟ୍ ପାଇଁ ରେଡି ହୁଏ ଏବଂ ବାହାନା କରି ବୀର୍ କୁ ଘରକୁ ପଠେଇ ଦିଏ.. କନିକା ଏ ସବୁ ଦେଖି ଟିକେ ସନ୍ଦହ କରେ.. କ’ଣ କନିକା ଜାଣିପାରିବ ତାରିଣୀର ମିଛ.. ?
Share