ତାରା ସାମ୍ନାରେ ଖୋଲିଲା ରଣବୀର୍ ର ସତ.. ରଣବୀର୍ କୁ ତା କଲା କର୍ମର ଦଣ୍ଡ ଦେବା ସହିତ ତରୁଣର ସନ୍ଦେହକୁ ଭୁଲ ବୋଲି ପ୍ରମାଣିତ କରିବାକୁ ତାରା କରିଛି ପ୍ରତିଜ୍ଞା.. କ’ଣ ତାରା ତା ପ୍ରତିଜ୍ଞା ରକ୍ଷା କରିପାରିବ.. ?