Tarini Akhira Tara
43 Views
Dec 31 1969
00:22:18
5

ତ୍ରୀଶା ତାରିଣୀକୁ ମାରିବାକୁ ଚେଷ୍ଟା କରି ମାରିପାରେନି.. ପରେ ସେ ତାରିଣୀ ପାଇଁ ଜାଲ ବିଛାଏ ଏବଂ ସେଥିରେ ତାରିଣୀକୁ ମାରିବାର ଯୋଜନା କରେ.. ସେପଟେ ତୁଶାର ତାରିଣୀ ଓ ତାରା ତରୁଣ ରଜକୁ ବହୁତ ହସ ଖୁସିରେ ମନଉଥିବା ବେଳେ ତ୍ରୀଶାର ନଜର ଏମାନଙ୍କ ଉପରେ ଥାଏ.. କ’ଣ ତ୍ରୀଶାର ଷଡ଼ଯନ୍ତ୍ର ଏମାନଙ୍କ ଖୁସିକୁ ଛଡେଇ ନବ.. ?
Share