Tarini Akhira Tara
30 Views
Dec 31 1969
00:21:36
5

ତାରା ନିଜ ଦୁଃଖକୁ ମା ସହିତ ବାଣ୍ଟିବା ସହ ତାରିଣୀକୁ ଏ କଥା ଲୁଚେଇ ଅନୁତାପ କରେ...ତାରାର Treatment ଆରମ୍ଭ କରିବାକୁ ଡକ୍ଟର କୁହନ୍ତି...କନିକା ଓ ରାକେଶ ତାରାର Treatmentରେ ଯେତିକି ଟଙ୍କା ଖର୍ଚ୍ଚ ହେବ ତାର ବ୍ୟବସ୍ଥା କରନ୍ତି ହେଲେ ଟଙ୍କା ଅଭାବ ପଡିବାରୁ ଦୁହେଁ କଣ କରିବେ କିଛି ସ୍ଥିର କରିପାରନ୍ତିନି...କଣ ଟଙ୍କା ଯୋଗାଡ କରିବାରେ ସଫଳ ହେବେ କନିକା ଓ ରାକେଶ... ?
Share