ଗୋଟେପଟେ ତରୁଣ ଓ ତାରାର ଭଲପାଇବା ବଢିଚାଲିଥିବା ବେଳେ ଅନ୍ୟପଟେ ତାରିଣୀ ପାପାଙ୍କ କଥା ଭାବି ଦୁଃଖି ହେଇଯାଏ ଏବଂ ଚିନ୍ତା କରେ କେମିତି ତାରା ଜୀବନରେ ଆଉ କିଛି ସମସ୍ୟା ନ ଆସୁ.. ତୁଶାର ତାରିଣୀକୁ ବୁଝେଇବା ସହ ସବୁବେଳେ ତାରା ଓ ତା ସହିତ ରହିବ ବୋଲି କଥା ଦିଏ...