Tarini Akhira Tara
31 Views
Dec 31 1969
00:22:18
5

ଗୋଟେପଟେ ତୁଶାର ତାରିଣୀକୁ ଖୋଜିବାରେ ଲାଗିଛି.. ସେପଟେ ତାରା ତାରିଣୀକୁ ଫେରାଇ ଆଣିବା ପାଇଁ ଭଗବାନଙ୍କ ପାଖରେ ଗୁହାରୀ କରୁଛି.. ହେଲେ ତେଜ୍ କେବଳ ତାରିଣୀକୁ ପାଇବାକୁ ଚାହୁଁଛି.. ତେଜ୍ ର ଯୋଜନାରେ କଣ ବଳିପଡିଯିବ ତାରିଣୀ..? ନା ତାରାର ପ୍ରାର୍ଥନା ରକ୍ଷା କରିବ ତାରିଣୀର ଜୀବନ..?
Share