ଯୋଗେଶ ତାରିଣୀକୁ କୁହନ୍ତି, ତୁଶାରକୁ କହି ରଣବୀର୍ ର DNA test କରିବାକୁ.. ରଣବୀର୍, ଯୋଗେଶ ଓ ତାରିଣୀ କଥାକୁ ଶୁଣିନିଏ.. ତାରା ମୋହିନୀର ବ୍ୟବହାର ଦେଖି କଟକ ଫେରିଯିବାକୁ ଚାହେଁ ହେଲେ ରଣବୀର୍ ଏ ସବୁକୁ ପସନ୍ଦ କରେନି.. ସେ ତାରାର ଫ୍ରେଣ୍ଡ ହେବା ସହିତ ତାକୁ ସେଠି ଅଟକେଇବାକୁ ଚେଷ୍ଟା କରେ.. ସେପଟେ କନିକା ମାର୍କେଟ୍ ରେ ଥିବା ବେଳେ ତାକୁ ଗୋଟେ ଗାଡି ଧକ୍କା କରିଦିଏ..