Tarini Akhira Tara
19 Views
Dec 31 1969
00:22:42
5

ତାରାର ବ୍ୟବହାର ଦେଖି ପୁରା ମହାପାତ୍ର ପରିବାର ଚିନ୍ତାରେ ପଡିଯାନ୍ତି.. ଏବଂ ବୀର ମଧ୍ୟ ଜାଣିପାରେ ତାରା ତରୁଣକୁ ପସନ୍ଦ କରେ.. ସେପଟେ କନିକା ସତ ଜାଣିବା ପାଇଁ ମୋହିନୀକୁ ଫୋନ୍ କରେ.. ମୋହିନୀ କନିକା ସାମ୍ନାରେ ତାରା ଓ ତରୁଣଙ୍କ ଭଲପାଇବା କଥା କହିଦିଏ.. ଏବେ ତାରା ପାଇଁ କ’ଣ ହେବ କନିକାର ନିଷ୍ପତ୍ତି..?
Share