ମୋହିନୀ ଜାଣିପାରେ ତାରା ପାଇଁ ତ୍ରୀଶା ଓ ତରୁଣ ଅଲଗା ହୋଇଛନ୍ତି..ସେପଟେ ତାରାକୁ ତ୍ରୀଶା ଗାଲି କରିବା ସହ ତରୁଣ ଓ ସେ ଅଲଗା ହବା ପାଇଁ ତାରାକୁ ଦାୟୀ କରେ..ତୁଷାର ତରୁ ତ୍ରୀଶାର ଅଲଗା ହେବା କଥା ଶୁଣି ଖୁସି ହୁଏ..ହେଲେ ତରୁଣ କଣ ସବୁକିଛି ଭୁଲି ତାରାକୁ କ୍ଷମା କରିପାରିବ..?