ଡ.ରଜତ୍ ଠାରୁ ତାରିଣୀର ନିଷ୍ପତ୍ତି ବିଷୟରେ ଜାଣିବା ପରେ ତୁଶାର ତାରିଣୀ ଉପରେ ଖୁବ ରାଗିଯାଏ.. ତାରିଣୀ ତୁଶାରକୁ ବୁଝେଇବାକୁ ଚେଷ୍ଟା କରି ମଧ୍ୟ ବୁଝେଇ ପାରେନି.. ସେପଟେ ତାରା, ତାରିଣୀ ଓ ତୁଶାରଙ୍କ ଭିତରେ ହେଇଥିବା ମତାନ୍ତର ଦେଖି ଚିନ୍ତାରେ ପଡିଯାଏ ଏବଂ ନିଜକୁ ଦୋଷ ଦିଏ.. କ’ଣ ତାରା ଜାଣିପାରିବ ତାରିଣୀ ଓ ତୁଶାର ଭିତରେ ହେଇଥିବା ଝଗଡାର କାରଣ.. ?