Tarini Akhira Tara
46 Views
Dec 31 1969
00:22:04
5

ତାରିଣୀ ହାତରେ ପଡେ ତାରାର ଚିଠି..ଯାହାକୁ ପଢିବା ପରେ ସେ ଚିନ୍ତାରେ ପଡିଯାଏ.. ତରୁଣ ମଧ୍ୟ ତାରା ଘରେ ନଥିବା କଥା ଜାଣିପାରେ.. ସେପଟେ ତ୍ରୀଶା ଓ ତୁଶାର ମୁହାଁମୁହିଁ ହୁଅନ୍ତି.. ତୁଶାର, ତ୍ରୀଶାକୁ ସନ୍ଦେହ କରେ.. କ’ଣ ତୁଶାର ଜାଣିପାରିବ ତ୍ରୀଶାର ଅସଲ ଉଦେସ୍ୟ..?
Share