ତୁଶାର ଓ ତାରିଣୀ କଟକ ଆସନ୍ତି ଏବଂ ତୁଶାର କନିକା, ରାକେଶକୁ ଆର୍ଥୀକ ସହାୟତା କରିବାକୁ କହେ..କିନ୍ତୁ କନିକା ଓ ରାକେଶ ଏ ସବୁକୁ ଗ୍ରହଣ କରିବାକୁ ମନା କରନ୍ତି..ପରେ ତୁଶାର ଓ ତରୁଣ ସେଠାରେ ରହି ରାକେଶକୁ ତା ଗୋଡାଉନ୍ ସଜାଡିବାରେ ସାହାର୍ଯ୍ୟ କରିବେ ବୋଲି କୁହନ୍ତି..କଣ ତୁଶାର ର କଥାକୁ ମାନିନେବେ ମହାପାତ୍ର ପରିବାର...?