ତାରା, ତରୁଣକୁ ବୁଝେଇବାକୁ ଯାଏ ହେଲେ ତରୁଣ ରାଗରେ ତାରା ଠାରୁ ଦୂରେଇ ଯାଏ ଏ ସବୁ ଦେଖି ତାରିଣୀ ଆଶ୍ଚର୍ଯ୍ୟ ହୁଏ କିନ୍ତୁ ରଣବୀର୍ ତାରିଣୀର ଅବସ୍ଥା ଦେଖି ମଜା ନିଏ.. ସେପଟେ ମୋହିନୀର ବ୍ୟବହାର ଦେଖି ରୂପସୀ ମନ ଖରାପ କରେ.. ତାରିଣୀ ତାରା ଓ ତରୁଣର ଝଗଡାକୁ ନେଇ ଚିନ୍ତାରେ ଥିବା ବେଳେ ରଣବୀର୍ ତାରା ମନରେ କଣ ଚାଲିଛି ଜାଣିବାକୁ ଚେଷ୍ଟା କରେ.. କ’ଣ ରଣବୀର୍ ତା ଚକ୍ରାନ୍ତରେ ସଫଳ ହେବ.. ?