ମୋହିନୀ ତାରା ଓ ତାରିଣୀ ବିରୁଦ୍ଧରେ ସାକ୍ଷୀ ଦିଏ ଏବଂ ଯାହା ପାଇଁ ସବୁ ପ୍ରମାଣ ଓ ସାକ୍ଷୀ ତାରା ତାରିଣୀଙ୍କ ବିରୁଦ୍ଧରେ ଯାଏ.. ଏ ସବୁ ଦେଖି ପୁରା ପରିବାର ଭାଙ୍ଗିପଡନ୍ତି.. କ’ଣ ତାରା ତାରିଣୀ ଏ କେସ୍ ରୁ ମୁକୁଳି ପାରିବେ..?