ତାରା ତରୁଣକୁ ନିଜ ମନ କଥା କହିବ ବୋଲି ନିଜକୁ ପ୍ରସ୍ତୁତ କରୁଥାଏ.. ସେପଟେ ତରୁଣ ତାରାର ରିପୋର୍ଟ ଦେଖିବା ପରେ ଦୁଃଖରେ ଥାଏ.. ତରୁଣ ସ୍ଥିର କରେ ତାରିଣୀ ଓ ସମସ୍ତଙ୍କ ଠାରୁ ଏ କଥା ଲୁଚେଇ ରଖିବ.. ତାରା ତରୁଣକୁ ଭଲପାଏ ବୋଲି କହିବାକୁ ଚାହେଁ ହେଲେ ନିଜ କ୍ୟାନ୍ସର କଥା ଭାବି ସେ ଚୁପ୍ ରହିଯାଏ.. ତଣ କ୍ୟାନ୍ସର ଆଗରେ ହରିଯିବ ତାରା ଓ ତରୁଣଙ୍କ ଭଲପାଇବା..?