Tarini Akhira Tara
114 Views
Dec 31 1969
00:21:31
5

ଗୋଟେପଟେ ମୋହିନୀ ନିଜ ଭୁଲ ପାଇଁ ରୁକ୍ମିଣୀକୁ କ୍ଷମା ମାଗେ ଅନ୍ୟପଟେ କନିକା ଘରକୁ ଫେରେ.. ଏବଂ ସେମାନେ ଜାଣିବାକୁ ପାଆନ୍ତି ରୁକ୍ମିଣୀର ଆକ୍ସିଡେଂଟ୍ ହେଇଛି.. ରଣବୀର୍ ଏବେ ସବୁ ପରେ ତାରାକୁ ନିଜର ଆଗାମୀ ଟାର୍ଗେଟ୍ ବନାଏ.. ସେପଟେ ତ୍ରୀଶା ମଧ୍ୟ ତାରା ଓ ତରୁଣକୁ ଅଲଗା କରିବାକୁ ଯୋଜନା କରେ.. ତାରିଣୀ ଜାଣିପାରେ ରଣବୀର୍ ମୋହିନୀର ପୁଅ ନୁହେଁ.. ଏବେ ତୁଶାର ଓ ତାରିଣୀ ରଣବୀର୍ ର ସତ କେମିତି ପରିବାର ସାମ୍ନାକୁ ଆଣିବେ.. ?
Share