Tarini Akhira Tara
42 Views
Dec 31 1969
00:22:42
5

ରଣବୀର୍ ନିଜ ଅତୀତର କଷ୍ଟ କାହାଣୀ କହି ପୁଣିଥରେ ମୋହିନୀ ଓ ଅନ୍ୟମାନଙ୍କୁ ଦୁଃଖି କରିଦିଏ.. ତୁଶାର ରଣବୀର୍ ର ଅତୀତ ବିଷୟରେ ଜାଣିବା ପାଇଁ ଚେଷ୍ଟା କରେ.. ତାରିଣୀ ତୁଶାରକୁ ଏ ସବୁ ନ କରିବାକୁ କହେ.. ପରେ ମୋହିନୀ ରଣବୀର୍ ପାଇଁ ଖାଇବା ବନାଏ ଯାହା ତୁଶାର ପସନ୍ଦର ଖାଇବା.. ତୁଶାର ମୋହିନୀର ଏମିତି ବ୍ୟବହାର ଦେଖି ବହୁତ ଭାଙ୍ଗିପଡେ..ରୁକ୍ମିଣୀ ଓ ଅନ୍ୟମାନେ ମଧ୍ୟ ତୁଶାର ପାଇଁ ମନ ଖରାପ କରନ୍ତି..
Share