ତାରା ମୋହିନୀ ଠାରୁ ତରୁଣର ଅତୀତ ବିଷୟରେ ଜାଣିପାରେ ଏବଂ ତରୁଣର ଭଲପାଇବା ତ୍ରୀଶା ବୋଲି ବୁଝିପାରେ...ମୋହିନୀ ତାରାକୁ ତରୁଣ ଓ ତ୍ରୀଶାକୁ ଏକାଠି କରିବାକୁ ସାହାର୍ଯ୍ୟ ମାଗେ...ଅନ୍ୟପଟେ ରାକେଶ ଜାଣିପରେ ତାରାକୁ blood cancer...ଏବେ କି ମୋଡ଼ ନେବ କାହାଣୀ...?