Tarini Akhira Tara
335 Views
Dec 31 1969
00:20:39
5
5
ତରୁଣ ତାରାକୁ ଖୋଜି ଖୋଜି ତାରା ରୁମ୍ ରେ ପହଂଚେ...ତାରା ତରୁଣକୁ ଦେଖି ରାଗିଯାଏ ଏବଂ ଗାଳି କରେ...ତରୁଣ ତାରାର କଥା ଶୁଣି ମନ ଖରାପ କରି ଚାଲିଯାଏ...ଅନ୍ୟପଟେ ତାରା ତରୁଣକୁ ଗାଳି କରିଥିବାରୁ ମା’ଙ୍କ ପାଖରେ କ୍ଷମା ମାଗେ..ଅନ୍ୟପଟେ ତ୍ରୀଶା ତରୁଣକୁ ଦେଖା କରିବାକୁ ନିଷ୍ପତ୍ତି ନିଏ..
Share