ତାରିଣୀ, ତାରାକୁ କହିପାରେନି ତୁଶାର ଓ ତା ଭିତରେ କେଉଁ କାରଣରୁ ଝଗଡା ହେଇଛି.. ଏବଂ ତାରା ମଧ୍ୟ ତାରିଣୀ କଥା ମାନିବାକୁ ମନା କରିଦିଏ.. ସେ ତରୁଣକୁ ସହ ସଂପର୍କ କାଟିବନି ବୋଲି କହେ.. ସେପଟେ ତରୁଣ ଓ ତୁଶାରଙ୍କ ମିଛ ନାଟକ ତାରିଣୀ ଆଗରେ ଧରାପଡିଯାଏ.. ଏବଂ ତାରିଣୀ ତୁଶାରକୁ ଭୁଲ୍ ବୁଝି ସେଠାରୁ ଚାଲିଯାଏ..