ଜନ୍ମାଷ୍ଟମୀ ପାଇଁ ସମସ୍ତେ ପୂଜାର ପ୍ରସ୍ତୁତି କରୁଥିବା ବେଳେ ତାରା ରଙ୍ଗୋଲି ବନାଏ.. ରଣବୀର୍ ସେ ସବୁକୁ ଦେଖି ଏବଂ ତାରାକୁ ଦେଖି ମନେ ମନେ ଖୁସି ହଉଥାଏ.. ରଣବୀର୍ ର ଏମିତି ବ୍ୟବହାର ଦେଖି ତାରିଣୀ ସନ୍ଦେହ କରେ.. ତା ସହିତ ତାକୁ ତାଗିତ୍ କରେ.. ରଣବୀର୍ ବି ତାରିଣୀ କୁ ଜବାବ୍ ଦିଏ.. ହେଲେ ପରିବାର ଲୋକ ଆସିବା ପରେ ରଣବୀର୍ ଓ ତାରିଣୀ କଥାକୁ ବଦଳେଇ ଦିଅନ୍ତି.. କ’ଣ ରଣବୀର୍ ର ଉଦେଶ୍ୟ ତାରିଣୀ ବୁଝିପାରିବ.. ?