ରୂପସୀ ତ୍ରୀଶାକୁ ନେଇ ସନ୍ଦେହ କରୁଥିବା ବେଳେ ତ୍ରୀଶା ବି ତାରା କଥା ଭାବି ବହୁତ ଡରୁଥାଏ.. ସେପଟେ ଡାକ୍ତର ତାରିଣୀ ସାମ୍ନାରେ ତାରାର କ୍ୟାନ୍ସରକୁ ନେଇ ସବୁ ସତ କୁହନ୍ତି.. ତାରାର ଏ ଅବସ୍ଥା medicine ର overdose ପାଇଁ ହେଇଥିବା କୁହନ୍ତି ଏବଂ ତାରା ପାଇଁ ବଂଚିବା ମୁସ୍କିଲ୍ ବୋଲି ଜଣାନ୍ତି.. ଏ ସବୁ ଶୁଣି ତାରିଣୀ ବହୁତ ଭାଙ୍ଗିପଡେ.. ଏବଂ ସେ ତରୁଣକୁ ଦୋଷ ଦିଏ..କ’ଣ ତାରିଣୀର ଭଲପାଇବା ତାରାର ଜୀବନ ଫେରେଇ ଆଣିବ..?