Tarini Akhira Tara
279 Views
Dec 31 1969
00:22:08
5
5
ତ୍ରୀଶାର ଯୋଜନାରେ ତାରିଣୀ ଫସିଯାଏ..ତ୍ରୀଶା ପ୍ରମାଣ ସହିତ କହେ ତାରିଣୀ ହିଁ ତାର ନିର୍ବନ୍ଧ ମୁଦୀ ଭାଙ୍ଗିଛି.. ପୁରା ପରିବାର ତାରିଣୀକୁ ଭୁଲ୍ ବୁଝୁଥିବା ବେଳେ ତୁଶାରକୁ ତାରିଣୀ ତ୍ରୀଶା ବିଷୟରେ ସବୁ ସତ କହିଦିଏ..ଅନ୍ୟପଟେ ତ୍ରୀଶା ତାରାକୁ ଅପମାନିତ କରିବା ପାଇଁ ଯୋଜନା କରି ନିଜ party କୁ ଯାବା ପାଇଁ କହେ.. କ’ଣ ତ୍ରୀଶାର ଯୋଜନା ସଫଳ ହେବ,..?
Share