Tarini Akhira Tara
25 Views
Dec 31 1969
00:22:38
5

ନିର୍ବନ୍ଧ କାର୍ଯ୍ୟକ୍ରମ ଚାଲିଥିବା ବେଳେ କିଛି ଅତିଥୀଙ୍କ ଅପମାନର ଶିକାର ହୁଏ ମୋହିନୀ ହେଲେ ଶେଷରେ ସେ ଅତିଥୀଙ୍କୁ ଉଚିତ୍ ଜବାବ୍ ଦିଏ ମୋହିନୀ.. ତରୁଣ ଓ ତୁଶାର, ତାରା ତାରିଣୀଙ୍କୁ ହରେଇବା ପାଇଁ ଯୋଜନା କରୁଥିବା ବେଳେ ତାରା ନିଜ Performance ରେ ସମସ୍ତଙ୍କୁ ଖୁସି କରେଇଦିଏ.. କ’ଣ ଝିଅ ମାନଙ୍କ ପ୍ଲାନ୍ ରେ ହାରିଯିବେ ତୁଷାର ଓ ତରୁଣ.. ?
Share